ଆଦିଗୁରୁ ଶଙ୍କରାଚାର୍ଯ୍ୟ ରାୟଗଡ଼ା ଜିଲ୍ଲା ମୁନିଗୁଡା ଠାରେ ଆଜି ପଦାର୍ପଣ କରିଥିଲେ

0
130
ଆଦିଗୁରୁ

ରିପୋର୍ଟ୍ : ନରତ୍ତମ ପାଢ଼ୀ
ମୁନିଗୁଡ଼ା, (୩/୨) : ଆଦିଗୁରୁ ଶଙ୍କରାଚାର୍ଯ୍ୟ ରାୟଗଡ଼ା ଜିଲ୍ଲା ମୁନିଗୁଡା ଠାରେ ଆଜି ପଦାର୍ପଣ କରିଥିଲେ । ରାୟଗଡ଼ା ଜିଲ୍ଲା ମୁନିଗୁଡା ଧନ ଲକ୍ଷ୍ମୀ ପୂଜା ପଡ଼ିଆରେ ବିଶାଳ ଜନସମାଗମ ଆୟୋଜିତ ହୋଇଯାଇଛି ।WhatsApp Image 2023 02 03 at 22.00.13 ଆଦିଗୁରୁ ଶଙ୍କରାଚାର୍ଯ୍ୟ ରାୟଗଡ଼ା ଜିଲ୍ଲା ମୁନିଗୁଡା ଠାରେ ଆଜି ପଦାର୍ପଣ କରିଥିଲେ

ଏହି ସଭାରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ସ୍ୱାମୀ ଜୀ ଗୋବର୍ଦ୍ଧନ ପୀଠ ପୁରୀ ରୁ ଆଜୀ ସକାଳ ଟ୍ରେନ ଯୋଗେ ଆସି ମୁନିଗୁଡ଼ା ଠାରେ ପହଞ୍ଚି ଥିଲେ । ହଜାର ସଂଖ୍ୟା ରେ ଭକତ ଓ ସମାଜ ସେବା ର ସଂଘ ସମସ୍ତ ସଦସ୍ୟ ଓ ସମସ୍ତ ସାମ୍ବାଦିକ ଭାଇ ମାନେ ଉପସ୍ଥିତ ଥିଲେ । ଏହି ସଭାରେ ପ୍ରାୟ ଛଅ ମାସ ପ୍ରୟାସ ଜାରି ରହିଛି ଆଜି ତାହା ର ପୂର୍ଣ୍ଣଛେଦ ପଡ଼ିଛି । ଶ୍ରୀ ମିନକେତନ ଷଡ଼ଙ୍ଗୀ ଅକାଳ ମ ପରିଶ୍ରମ ଓ ତାଙ୍କ ଟିମ୍ର ର ପ୍ରୟାସରେ ଆଜି ପଦାର୍ପଣ କରିଥିଲେ ଶ୍ରୀ ଆଦିଗୁରୁ । ମୀନା ଯୁଲା ର ବାବା ଶ୍ରୀ ଜୟନ୍ତ ମହାରାଜ ଓ ତାଙ୍କ ସମସ୍ତ ସଦସ୍ୟ ଙ୍କ କ୍ରାଯ୍ୟ ପାଇଁ କମିଟି ଗଠନ କରିଥିଲେ ।WhatsApp Image 2023 02 03 at 22.00.14 ଆଦିଗୁରୁ ଶଙ୍କରାଚାର୍ଯ୍ୟ ରାୟଗଡ଼ା ଜିଲ୍ଲା ମୁନିଗୁଡା ଠାରେ ଆଜି ପଦାର୍ପଣ କରିଥିଲେ

ଏହି ସଭାରେ ବିଜେଡ଼ି ଶ୍ରୀ ପୁଣଚନ୍ଦ୍ର ଗୋଡ଼, ମୋନାଜ୍ ପାତ୍ର, ଭିବ ବେହେରା, ପଦ୍ମ ବେହେରା, ଚନ୍ଦନ, ଶ୍ରୀ ବୃଦବାନ ପାଢୀ, ମହେଶ ବାବୁ, ଶ୍ରୀ ଗଣେଶ ରାଓ, ନଦ କିଶୋର ପଟ୍ଟନାୟକ, ଧନୁ କୁସୁଲିୟା, ଖ୍ୟାମସାଗର ଦାସ ମଂରଞ୍ଜନ ଦୋଲାଲି, ପ୍ରମଦ ସାହୁକାର, ପ୍ରାସାଦ, ବାପି, ଶ୍ରୀ ଜଗନ୍ନାଥ ନୁଦ୍ରୁକା, ବ୍ଲକ୍ ଅଧକ୍ୟ ଦୁଃଖିନୀ ନୁଦୃକା, ସରପଞ୍ଚ ସୁଶ୍ରୀ ସରସ୍ୱତୀ ଶବର, ମାନସ ରଞ୍ଜନ ବେହେରା, ଶିବ ପାଢୀ ହଜାର ହଜାର ସଂଖ୍ୟା ଭକ୍ତ ମାନେ ଉପସ୍ଥିତ ରହି ଥିଲେ ।