ମୁନିଗୁଡ଼ା ରେଲେୟାଇ ର ମନମୁଖୀ କାର୍ଯ୍ୟ ରେ ବଳି ପଡ଼ିଲେ କ୍ଷିଦ୍ର ବ୍ୟବସାୟ

0
110
କାର୍ଯ୍ୟ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡା, (୦୬/୦୨) : ଜିଲ୍ଲା ମୁନିଗୁଡା ଠାରେ ରେଲେୟୀ ପ୍ରସାର ନିମନ୍ତେ ୪୦ ବର୍ଷ ଧରି ବାଣିଜ୍ୟ କରୁଥିବା କ୍ଷିଦ୍ରା ବ୍ୟବସାୀମାନେ । ତାଙ୍କର ଜାଗା ହରାଇ ଅନାଥ ପରୀ ବୁଲୁଛନ୍ତି ।WhatsApp Image 2023 02 05 at 18.16.16 ମୁନିଗୁଡ଼ା ରେଲେୟାଇ ର ମନମୁଖୀ କାର୍ଯ୍ୟ ରେ ବଳି ପଡ଼ିଲେ କ୍ଷିଦ୍ର ବ୍ୟବସାୟ

ରେଳେୟାଇ ତାଙ୍କର ଥଇଥାନ ନକରୀ ତାଙ୍କୁ ବେଘର କରିଦେଇଛି । ଶଶି ବେହେରା, ରାକେଶ ଶିଙ୍ଗ, ପାଣଗ୍ରାହୀଙ୍କ, ମଦୁରୀ, କୁମାରୀ, ଭଳିଆ ଆଉ କେତେଜଣ ବାସ ହରାଇଛନ୍ତି । ତାଙ୍କ ପାଖରେ ଏ ପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି । ତାଙ୍କୁ ସରକାର ତରଫରୁ ୧୦/୧୦ରେ ଜାଗା ଖଣ୍ଡେ ମିଳିଥିଲେ ସେମାନେ ନିଜ ଭାଗ୍ୟ କୁ ପୁଣି ଖୋଲି ପାରିଥାନ୍ତେ । ତାଙ୍କର ବ୍ୟବସାୟ ଆରମ୍ଭ କରି ଥାଆନ୍ତେ ବୋଲି । ସେମାନେ ହାଇକୋର୍ଟ ର ଦ୍ୱାରସ୍ଥ ମଧ୍ୟ୍ୟ ହୋଇଥିଲେ ।