ସିବିଟି ମୋଡରେ ହେବ ଏଥର ଓଜେଇଇ

0
92
ଏଥର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୬/୦୨) : ମେ’ ୮ରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ମେ ୧୨ ଯାଏଁ ଚାଲିବ ପରୀକ୍ଷା ।

ସିବିଟି ମୋଡ଼ରେ ପରୀକ୍ଷା ହେବା ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ରହିବ ପରୀକ୍ଷା । ପରୀକ୍ଷା ପାଇଁ ଏପ୍ରିଲ ୨୦ରୁ ୱେବସାଇଟରେ ଉପଲବ୍ଧ ହେବ ଆଡ଼ମିଟ କାର୍ଡ । କୋଲକାତା, ରାଞ୍ଚି, ପାଟଣାରେ ପରୀକ୍ଷା କେନ୍ଦ୍ର ରହିବ । ପରୀକ୍ଷାରେ ଯେଉଁ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହେବେ ବିଭିନ୍ନ କଲେଜରେ ବିଫାର୍ମା, ଏମବିଏ, ଏମସିଏ ଭଳି ପାଠ୍ୟକ୍ରମରେ ନାମ ଲେଖିପାରିବେ ।