ହୁକୁମ ତୋଳା ସେବାଶ୍ରମ ବିଦୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
105
ଅନୁଷ୍ଠିତ

ରିପୋର୍ଟ : ନରୋତ୍ତମ ପାଢୀ
ରାୟଗଡ଼ା, (୧୫/୩) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟ୍ରା ଗଡ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ହୁକୁମ ତୋଳା ସେବାଶ୍ରମ ବିଦୟାଳୟ ପରିସର ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଯାଇଅଛି ।WhatsApp Image 2023 03 15 at 11.53.51 ହୁକୁମ ତୋଳା ସେବାଶ୍ରମ ବିଦୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଏଥିରେ ସମ୍ମାନ ଅଥିତି ଭାବରେ ବ୍ଲକ୍ ଚେରମେନ୍ ଶ୍ରୀମତୀ ଜୋଷଦା ହୂଇକା, ଉପ ଧକ୍ଷ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ଜିଲ୍ଲା ପରିଷଦ ଶ୍ରୀମତୀ ସୁଜାତା କାଦ୍ରକା, ଜିଲ୍ଲା ମଗଲ ଅଧିକାରୀ, ସେବାଶ୍ରମ ର ପ୍ରଧାନ ଶିକ୍ଷକ, ବାବୁ ଜେନା, ସାରପଞ୍ଚ ଶ୍ରୀମତୀ ଇଲାମାଇ ପି ଡି କାକା, ଗଙ୍ଗା ରାଜୁ ହୁଇକା, ଛାତ୍ର ଓ ଛାତ୍ରୀ ମାନେ ଏବଂ ଅଭିବାକ ମନେ ଉପସ୍ଥିତ ରହିଥିଲେ । ହୁକୁମ ତୋଳା ସେବାଶ୍ରମ ଆଶ୍ରମ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।