ବନ କର୍ମଚାରୀ ଙ୍କୁ ପ୍ରାଥମିକ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

0
85
ବନ କର୍ମଚାରୀ ଙ୍କୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୩) : କାଶୀନଗର ରେଞ୍ଜ ଅଞ୍ଚଳ ର ବନ କର୍ମଚାରୀ ଙ୍କୁ ପ୍ରାଥମିକ ସୁରକ୍ଷା ସମ୍ୱନ୍ଧ ରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଛତ୍ରପୁର ଗଞ୍ଜାମ ରୁ ଓଡ୍ରାଫ ଓ ଷଷ୍ଠ ବାଟାଲିୟନ ତରଫରୁ ବନ କର୍ମଚାରୀ ଓ ପାରା ବନ କର୍ମଚାରୀ ଙ୍କୁ ପ୍ରାଥମିକ ସୁରକ୍ଷା ବିଷୟ ରେ ତାଲିମ ଦିଆଯାଇଛି । ବନ ସୁରକ୍ଷା, ବନଗ୍ନୀ ନିୟନ୍ତ୍ରଣ, ଘଡଘଡି ସମୟ ରେ ବନ ରେ କିଭଳି ସୁରକ୍ଷା ରେ ରହିବେ, ବିଷାକ୍ତ ସାପ କାମୁଡା ର ପ୍ରାଥମିକ ଚିକିତ୍ସା କିଭଳି କରାଯିବ ସେ ନେଇ ତାଲିମ ଦିଆଯାଇଛି । ହିଂସ୍ର ପଶୁ ଆକ୍ରମଣ ହେଲେ କିଭଳି ଚିକିତ୍ସା ହେବେ ଏସ ଆଇ କେ ଗଦାଧର ପ୍ରଧାନ ତାଲିମ ଦେଇଥିଲେ । ଏହି ଶିବିର ରେ କାଶୀନଗର ର ବହୁ ବନ କର୍ମଚାରୀ ଓ ପାରା ବନ କର୍ମଚାରୀ ତାଲିମ ପାଇଥିଲେ ।