ପଞ୍ଚମୁଖି ହନୁମାନ ଙ୍କ ଜୟନ୍ତୀ ନିମନ୍ତେ କଳସ ଯାତ୍ରା

0
155
ନିମନ୍ତେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୪) : ଆଜି କାଶୀନଗର ପଞ୍ଚମୁଖି ହନୁମାନ ମନ୍ଦିର ରେ ହନୁମାନ ଜୟନ୍ତୀ ନିମନ୍ତେ କଳସ ଯାତ୍ରା ଓ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ ପଞ୍ଚ ମୁଖି ହାବୁମାନ ମନ୍ଦିର, ଶ୍ରୀରାମ ମନ୍ଦିର ରେ ଏହି ଉତ୍ସବ ଅନୁଷ୍ଠିତ ହେଉଛି । ସୃ ଭାସ୍କର ସାମନ୍ତରା, ଶ୍ରୀ ଶିବରାମ ପାଣିଗ୍ରାହୀ ଏହି ଯଜ୍ଞ ଓ ପୂଜାର ନେତୃତ୍ୱ ନେଇଛନ୍ତି ।