କ୍ରୁଲି ପଞ୍ଚାୟତ ଅନ୍ତର୍ଗତ ଖାମ୍ବେଶି ଗ୍ରାମ ରେ ସିଲେଇ ଟ୍ରେଂନିଂ ଅନୁଷ୍ଠିତ

0
80
ଅନୁଷ୍ଠିତ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୨୨/୫) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ଗ୍ରାମ ଖମ୍ବେ୍ସି ରେ ଏକ ୧୫ ଦିନିଆ ଟେଲରିଂ ତାଲିମ ଆରମ୍ଭ କରିଥିଲେ ଏହାକୁ ଆୟୋଜନ କରିଥିଲେ ।

CWS ସେଣ୍ଟର ଅଫ୍ ଓଲ୍ଡ ସେଲିଟେରି ଏହାକୁ ସହଯୋଗ କରିଥିଲେ ନବାଡ ରାୟଗଡ଼ା ଏହି ତାଲିମ ରେ ୩୦ ଜଣ ଝିଅ ମାନଙ୍କୁ ନେଇ ଆୟୋଜନ କରିଥିଲେ ୫ଟି ଟେଲରିଂ ମିଶିନ ସାହାଯ୍ୟ ରେ ସେମାନେ ବିଭିନ୍ନ ଯନ୍ତ୍ର ଉପକରଣ ନାମ ପେଡେଲିଗ କ୍କ କରିଥିଲେ ମାପିବା କାଜାଗୁଡୀ ସିଲେଇ ଜରିମୁଣା କରିବା ଶିକ୍ଷା ପ୍ରଦାନ ଦେଇଥିଲେ ଶୀ ଲକ୍ଷ୍ମୀ ଏହାର ଦାୟିତ୍ୱ ତୁଲାଇଥିଲେ ଶୀ ଭାରତି ପ୍ରସ୍କା ଶୀସୂୟନାରାୟଣପାଢୀ ଶୀଜଗାନଧ ଲାବଲା ଶୀ ପ୍ରଦୀପ ଜିଲିକାରା ବିନୋଦ ସୁନାମୁଦୀ ।