ଓଡ଼ିଶା ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା

0
71
ଓଡ଼ିଶା ଆଉଟ୍

ରିପୋର୍ଟ : ଧ୍ରୁବରଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୬) : ସୁବର୍ଣ୍ଣପୁର ଶାଖା ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ଧାରଣାରେ ବସିଛନ୍ତି । ୧୨ ଦଫା ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଓଡିଶା ସରକାର ଙ୍କୁ ଦେଇ ଥିବା ସୂଚନା ।WhatsApp Image 2023 06 23 at 23.28.56 ଓଡ଼ିଶା ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା

ଓଡ଼ିଶା ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ।ଆଜି ସୁବର୍ଣ୍ଣପୁର ଜିଲ୍ଲା ଓ ବ୍ଲକ ସ୍ତରରେ ରେ ଓଡ଼ିଶାସରକାର ଙ୍କ ଅଧୀନରେ ବିଭିନ୍ନ କାର୍ଯ୍ୟାଳୟ ରେ କାମ କରୁଥିବା ଠିକା କର୍ମଚାରୀ ଙ୍କୁ ଓଡିଶା ସରକାର ସ୍ଥାୟୀ ଭାବରେ ନିଯୁକ୍ତି ଦାବିରେ ସଂଘ ସଭାପତି ନରହରି ମହାପାତ୍ର ଓ ସମ୍ପାଦକ ବିକାଶ ସାହୁ ଙ୍କ ନେତୃତ୍ୱରେ ଓଡିଶା ସରକାର ଙ୍କ ଅଧୀନରେ ଥିବା ପ୍ରାୟ ୩୦୦ ଜଣ ଆଉଟ୍ ସୋରସିଙ୍ଗ୍ କର୍ମଚାରୀ ସୁରେଶ୍ଵରୀ ମନ୍ଦିର ଏକ ବିଶାଳ ରାଲିରେ ବାହାରି ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ଦାବି କରି ନାରାବାଜି କରିବା ସହ ଧାରଣା ରେ ବସିଥିଲେ । ଏହାକୁ ଟ୍ରେଡ ୟୁନୀୟନ୍ ମଧ୍ୟ ସମର୍ଥନ କରିଥିବା ଗୋବିନ୍ଦ ମହାରଣା ଗଣ ମାଧ୍ୟମ ରେ ପ୍ରକାଶ କରିଥିଲେ । ଶେଷରେ ତ୍ରିଲୋଚନ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।