1. Best News: ରାମ କ୍ରିଷନ ମିଶନ ଆଶ୍ରମରେ ଭାରତୀୟ ଆର୍ମି ଓ ଅଗ୍ନିପରୀକ୍ଷା ସହିତ ସମାନ

0
56
ରାମ କ୍ରିଷନ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୫/୭) ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡ଼ା ରାମ କ୍ରିଷନ ମିଶନ ଆଶ୍ରମ ରେ ଗୋପାଳ ପୁର ମେଜର ଶ୍ରୀ ପୁସପନ୍ଦେର କୁମାର ୟାଦବ ଆର୍ମି ଅଫିସର ଯୋଗ ଦାନ କରିଥିଲେ ।WhatsApp Image 2023 07 16 at 12.07.44 1. Best News: ରାମ କ୍ରିଷନ ମିଶନ ଆଶ୍ରମରେ ଭାରତୀୟ ଆର୍ମି ଓ ଅଗ୍ନିପରୀକ୍ଷା ସହିତ ସମାନ

ଏହି ରାମ କ୍ରିଷନ ଆଶ୍ରମର ସମସ୍ତ ସଦସ୍ୟ ଓ ସମସ୍ତ ଗୁରୁଜୀ ଏବଂ ଶିକ୍ଷକ ଓ ୭୦୦ ଜଣ ଛାତ୍ର ଉପସ୍ଥିତ ରହିଥିଲେ । ଆଶ୍ରମ ର ବାବା ସ୍ବାମୀ ପ୍ରଭାନନ୍ଦ୍ ଜି ଓ ସମସ୍ତ କର୍ମକର୍ତା ରହି ଛାତ୍ର ମାନେ ଗୁରୁ ବନ୍ଦନା ଓ ସ୍ୱାମୀ ବିବେକାନନ୍ଦ ଙ୍କୁ ଫୋଟଚିତ୍ର ରେ ପୁଷ୍ପ ଅର୍ପଣ କରିଥିଲେ । ମେଜର ଶ୍ରୀ ଭାରତୀୟ ସେନା ବାହିନୀ ର ମୂଳଲକ୍ଷ୍ୟ ଓ ଏହି ଆର୍ମି ର ସମସ୍ତ କୌଶଳ ପ୍ରଶିକ୍ଷଣ ଦେଇଥିଲେ । ଆର୍ମି ଜୀବନ କୁ ଅଗ୍ନି ପରୀକ୍ଷା ସହିତ ତୁଳନା କରିଥିଲେ । ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ ବୋଲି କହିଥିଲେ । ଜୟ ହିନ୍ଦ୍ ଜୟ ଭାରତ ।