1. Best Culture: ଶ୍ରାବଣ ସୋମବାର, ଶିବ ମନ୍ଦିରରେ କାଉଡ଼ିଆଙ୍କ ଭିଡ

5
129
ଶ୍ରାବଣ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ (୧୭/୦୭): କନ୍ଧମାଳ ଜିଲ୍ଲା ରାଇକିଆର ବିଭିନ୍ନ ଜାଗାରେ ଥିବା ଶିବ ମନ୍ଦିରରେ ଆଜି ଶ୍ରାବଣ ମାସର ସୋମବାର ପାଳିତ । ଏହି ଦିବସରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ବିଧି ରହିଛି ।

ଶ୍ରାବଣ ସୋମବାର- ଏହା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି । ଵିଶେଷ କରି କାଉଡ଼ିଆଙ୍କ ବୋଲ ବମ ହରହର ବୋମ ଧ୍ୱନିରେ ଫାଟି ପଡିଥାଏ ରାସ୍ତାଘାଟ ଓ ଶୈବାଳୟ । ହେଲେ ରାଇକିଆ ଶିବ ମନ୍ଦିର ଓ ଦୀଗ ରପ୍ରସିଦ୍ଧ ଶୈ1. Best News-ବିନିକା ଗଜପତି ନଗର ରେ ଡ୍ରେନେଜ ସମସ୍ୟାକୁ ନେଇ ରାସ୍ତାରୋକ ଆନ୍ଦୋଳନବାଳୟ ମନ୍ଦିରରେ ପାଣି ଢାଳି କାଉଡିଆ ମାନେ ବୋଲ ବମ ପାଳନ କରିଛନ୍ତି |

5 COMMENTS

Comments are closed.