1. Best Crime News: ୭୦ ହଜାର ଟଙ୍କା ଗଞ୍ଜେଇ ସହ ଦୁଇ ଗିରଫ

0
115
୭୦ ହଜାର

6a723927 3d08 42d0 9f5f 43f05e9e785b 1. Best Crime News: ୭୦ ହଜାର ଟଙ୍କା ଗଞ୍ଜେଇ ସହ ଦୁଇ ଗିରଫରିପୋର୍ଟ: ଶିବ ବିଶୋଇ //
ଲମତାପୁଟ (୧୭/୦୭): ମାଛକୁଣ୍ଡ ପୋଲିସକୁ ସଫଳତା । ମାଛକୁଣ୍ଡ ପୋଲିସ ଦ୍ବାରା ପେଟ୍ରାଲିଂ କରୁ ଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ହିରୋ ହୋଣ୍ଡା ଗ୍ଲାମର୍ ବାଇକ୍ OD 10K0322 କୁ ଯାଞ୍ଚ କରିଥିଲେ।ଯାଞ୍ଚ କରିବାରୁ ଏକ ଛୋଟ ବସ୍ତା ରେ ଗଞ୍ଜେଇ ଥିବାର ଜଣା ପଡି ଥିଲା।ପରେ ଜବତ ଗଞ୍ଜେଇ କୁ ଓଜନ କରିବାରୁ ଏଥିରେ ୭ କେଜି ୨୦୦ ଗ୍ରାମ (୭୦ ହଜାର ଟଙ୍କା ଗଞ୍ଜେଇ) ଥିବାର ପୋଲିସ ସୂଚନା ଦେଇଛି |

୭୦ ହଜାର ଟଙ୍କା ଗଞ୍ଜେଇ ସହ ଦୁଇ ଗିରଫ-ଏହି ଗଞ୍ଜେଇ ଚାଲାଣ କାରବାର ରେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମାଛକୁଣ୍ଡ ପୋଲିସ । ଦୁଇ ଯୁବକ ହେଲେ ବାହାଦୁର ମୁଦୁଲି ଏବଂ ମାକ୍କୁଣ୍ଡ ଥାନା ଅଧୀନରେ ଥିବା ତପୋ1. Best News; କୋରାପୁଟ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣୀ ଓ ଭିନ୍ନକ୍ଷମଙ୍କୁ ଉପକରଣ ବଣ୍ଟନକାଣ୍ଡା ଗାଁର ବିଦ୍ୟୁତ ମୁଦୁଲି । ଏହି ଯୁବକ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେବାସହ ଏହି ଗଞ୍ଜେଇ କେଉଁଠାରୁ କେଉଁଠାକୁ ଯାଉଥିଲା ତାହା ନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି |