ଗୁଡ଼ାରୀ ଅଗ୍ନିଶମ ବାହିନୀଙ୍କ ଦ୍ଵାରା ଗାଈକୁ ଉଦ୍ଧାର

0
73

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୨/୦୮) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ମେନ ରୋଡ ରବୀନ୍ଦ୍ର ନଗର ସାହି ନିକଟସ୍ଥ ଡ୍ରେନ ରେ ପଡ଼ିଥିବା ଗାଈ କୁ ଲୋକ ମାନେ ଦେଖୁଥିବା ସମୟରେ ସୁବାଷ ଚନ୍ଦ୍ର ଗୌଡ଼ ବର୍ଷ ରେ ବାଇକ ରେ ଭିଜି ଭିଜି ଅଗ୍ନିଶମ ବାହିନୀ ଙ୍କୁ ଡାକିଥିଲେ ।WhatsApp Image 2023 08 02 at 19.11.58 ଗୁଡ଼ାରୀ ଅଗ୍ନିଶମ ବାହିନୀଙ୍କ ଦ୍ଵାରା ଗାଈକୁ ଉଦ୍ଧାର

ଅଗ୍ନିଶମ ବାହିନୀଙ୍କ ଦ୍ଵାରା ଗାଈକୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀର ପୁରା ଟିମ୍ ଅଗ୍ନିଶମ ବିଭାଗୀୟ ଅଧିକାରୀ ଶ୍ରୀ ଦିତ୍ତିକ୍ରିଷ୍ଣା ଖିଲାର ଓ ଦସୁ ଶ୍ରୀକାନ୍ତ, ସୁଦର୍ଶନ ପ୍ରଧାନ, ମିଟୁ ବେହେରା ଏହି ଗାଇକୁ ଉଦ୍ଧାର କରି ଥିବାରୁ ଏହି ମହାନ ପୁନ୍ୟ କାମ କରୁଥିବାରୁ ଲୋକେ ଭୂରି ଭୂରି ପ୍ରଶଂସା କରିବା ସହ ବୁଦ୍ଧଜୀବୀମାନେ ଧନ୍ୟବାଦ୍ ଜଣାଇଛନ୍ତି ।