1. Best News : ଆନ୍ଧ୍ର ଓଡିଶା ସୀମାରେ ମହାବଳ !

0
71
ଆନ୍ଧ୍ର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୮) : ଆନ୍ଧ୍ର ଓ ଓଡିଶା ସୀମାରେ ମହାବଳ ବାଘ ରହିଥିବା ଜଣାପଡିଛି ।

ଗତ ଚାରିଦିନ ରୂ ଅଧିକ ହେବ ଆନ୍ଦ୍ର ଓ ଓଡିଶା ସୀମା ତଥା ବଂଶଧରା ନଦୀ ର ଅପର ପାର୍ଶ୍ଵରେ ଥିବା ଭାଲେରି, ମେତୁରୁ ଅଞ୍ଚଳ ରେ ଏହି ମହାବଳ ବାଘ ଦେଖାଯାଉଛି । ଏହା ଫଳରେ ସେହିଗ୍ରାମ ବାସୀ ଓ ଓଡ଼ିଶାର ବୁଦୁରା, ବଥବା, ଇଦୁଡ଼ି, କାଶୀନଗର କୀଡୀଗାଁ ଅଞ୍ଚଳ ରେ ଲୋକେ ଭୟଭୀତ ହୋଇ ରହିଛନ୍ତି । କେତେବେଳେ ଯେ ନଦୀ ପାର ହୋଇ ଏହି ବାଘ ଓଡିଶା ରେ ପହଞ୍ଚିଯିବ । ଏଠି ପୁର୍ବରୁ ଆନ୍ଧ୍ର ର ହାତୀପଲ ଏହି ଅଞ୍ଚଳ ରେ ବହୁ ନଷ୍ଟ କରି କ୍ଷତି ପହଞ୍ଚାଇଥିଲା ।