1. Big News : ଗୋଷ୍ଠି କେନ୍ଦ୍ର ନିର୍ମାଣ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ

0
103
ଗୋଷ୍ଠି କେନ୍ଦ୍ର

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୭/୦୮) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍ ଅନ୍ତର୍ଗତ ଅସଡ଼ା ଗ୍ରାମ ପଞ୍ଚାୟତସ୍ତ ବାଦିଗୁଡ଼ା ଓ ସାନହୁମା ଗ୍ରାମ ପଞ୍ଚାୟତସ୍ତ ସାନହୁମା ଗ୍ରାମ ଠାରେ ଗୋଷ୍ଠି କେନ୍ଦ୍ର ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 08 27 at 19.05.35 1. Big News : ଗୋଷ୍ଠି କେନ୍ଦ୍ର ନିର୍ମାଣ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ

ଗୋଷ୍ଠି କେନ୍ଦ୍ର ନିର୍ମାଣ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ : ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗଙ୍କ ଦ୍ଵାରା ଭୂମୀ ପୂଜନ କରଯାଇଥିଲା । ଏହିି ୧୦ ଲକ୍ଷ ଅନୁଦାନ ଏମ୍ଏଲେ ପାଣ୍ଠିରୁ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାୟଗଡ଼ା ଜିଲ୍ଲା ସଭାପତି କେଦାର ସାହୁ, ଜିଲ୍ଳା ସମ୍ପାଦକ ସନ୍ତୋଷ ମହାନ୍ତି, ସହ ସମ୍ପାଦକ ଟୁନା ଗୌଡ଼, ଏମ ପ୍ରସାଦ, ବିଷ୍ଣ୍ ପ୍ରସାଦ ଦେଓ, ବିଶ୍ଵନାଥ ଶବର ସମେତ ବିଜୁ ଜନତା ଦଳର ସମସ୍ତ କର୍ମୀ ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।