ଷଷ୍ଠ ଦିନରେ ଶିକ୍ଷକ ଆନ୍ଦୋଳନ

0
76

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର (୧୩/୯): ଗତ ଦୁଇଦିନ ହେଲା ବର୍ଷା ସତ୍ବେ କାଶୀନଗର ଶିକ୍ଷକ ସଙ୍ଘ ଅନବରତ ଭାବେ ନିଜର ଦାବୀ ହାସଲ ପାଇଁ ବହୁ ସଂଖ୍ୟାରେ ଯୋଗ ଦେଇଛନ୍ତି |

ଗତ କଲି ବିଧାୟକ ଶ୍ରୀ କେ ନାରାୟଣ ରାଓ ପହଂଚି ଉତ୍ସାହ ଦେଇଥିବା ବେଳେ ଆଜି ଠାରୁ ସାମୁହିକ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି |