ବନ୍ଦ ଗେଟ ଆଗରେ ଅବିଭାବକଙ୍କ ଗଣେଶ ପୂଜା

0
127

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର (୧୯/୯): ଗତକାଲି ଠାରୁ କାଶୀନଗର ବ୍ଲକ କୋଇଠପଦାର ସ୍କୁଲରେ ପିଲା ଓ ଅବିଭାବକ ତାଲା ବନ୍ଦ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି |

ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୁର୍ଣଚନ୍ଦ୍ର ପାତ୍ରଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବିତ କରିବା ପ୍ରତିବାଦରେ ଅବିଭାବକ ମାନେ ତାଲା ପକାଇଥିଲେ | ଏବଂ ଆଜି ସ୍କୁଲ ଗେଟ ଆଗରେ ବିଘ୍ନରାଜଙ୍କ ପୂଜା କରିଛନ୍ତି | ସ୍କୁଲ ପିଲା ଓ ଗ୍ରାମର ଅବିଭାବକ ମାନେ ସ୍କୁଲ ଗେଟ ଆଗରେ ପୂଜା କରୁଥିବା ଦେଖିବାକୁ ମିଳୁଛି |