କାଶୀନଗର ଥାନାରେ ଯୋଗ ଦେଲେ ନୂଆ ଥାନା ଅଧିକାରୀ

1
80
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୯) : ଗଜପତି ଜିଲ୍ଲା ର କାଶୀନଗର ଥାନାରେ ନୂଆ ଥାନା ଅଧିକାରୀ ଯୋଗ ଦେଇଛନ୍ତି ।

ଗଜପତି ଜିଲ୍ଲା ଗରାବନ୍ଧା ଥାନାରେ ଥିବା ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ଗୌଡ଼ କାଶୀନଗର ଥାନାରେ ଯୋଗ ଦେଇଛନ୍ତି । ସେ ଲୋକଙ୍କୁ ଉଚିତ ନ୍ୟାୟ ଦେବା ସହ କାଶୀନଗରରେ ଟ୍ରାଫିକ ବ୍ୟବସ୍ଥା କୁ ସୁଦୃଢ କରିବେ ବୋଲି ଆଶା କରାଯାଉଛି ।

1 COMMENT

Comments are closed.