ଅନ୍ଵେଷା ହଷ୍ଟେଲ ରେ (pap) କାର୍ଯ୍ୟକ୍ରମ ଅନୁଷ୍ଠିତ

0
48
ଅନ୍ଵେଷା ହଷ୍ଟେଲ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୨/୦୯) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ଵେଷା ହଷ୍ଟେଲରେ ଆଜି “pap” କାଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି lWhatsApp Image 2023-09-22 at 17.39.09

ଏହି “pap” କାର୍ଯ୍ୟକ୍ରମ ରେ ସରକାରଙ୍କ ସ୍କୁଲ ର ଉନ୍ନଉନ ମୂଳକ କାର୍ଯ୍ୟ କୁ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକପାତ କରାଇଥିଲେ l ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ହଷ୍ଟେଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମ କୁ ତୁଲାଇଥିଲେ l ବନ ବିଭାଗ ତରଫରୁ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାବକ ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଅନ୍ଵେଷା ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଅଶ୍ୱିନୀ ଖାଡ଼ଙ୍ଗା ତତ୍ତ୍ବାବଧାନ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ Tutor ଲୋକନାଥ ସାହୁ, କବିତା ପଣ୍ଡା, CCA ଚନ୍ଦ୍ରକଳା ଗୌଡ଼, ମଙ୍ଗଳା ଶବର, ରଞ୍ଜିତା ଗମାଙ୍ଗ ଭାରତୀ ଶବର ଓ ଜମୁନା ଶବର କାର୍ଯ୍ୟକ୍ରମଟିକୁ ତୁଲାଇଥିଲେ l