କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟନାୟକଙ୍କ କାଶୀନଗର ଗସ୍ତ

2
51
କଂଗ୍ରେସ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୯) : ଆଜି ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟନାୟକଙ୍କ କାଶୀନଗର ଗସ୍ତ ଆରମ୍ଭ ହୋଇଛି ।

ଶ୍ରୀ ପଟନାୟକ ଙ୍କୁ କାଶୀନଗର କଂଗ୍ରେସ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଷ୍ଟେଟ ବ୍ୟାଙ୍କ ଛକ ରୂ ନୂଆ କାଶୀନଗର ଠାକୁରାଣୀ ମନ୍ଦିର ରେ ନଡ଼ିଆ ଭାଙ୍ଗି ମୁହୂରତ ଜରିଥିଲେ । ସଭାପତି ରାମ ପ୍ରସାଦ ପଟନାୟକ, ସୁବାସ ପାତ୍ର, ଶୁଭ୍ରାଂଶୁ ପାତ୍ର ଙ୍କ ସହ ସହ ଶହ କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମରେ ଭାଗ ନେଉଛସନ୍ତି ।

2 COMMENTS

Comments are closed.