ହରିଜନ ସାହି ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା

0
88
ହରିଜନ ସାହି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୭/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ହରିଜନ ସାହି ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଇଥିଲେ ୧୪୫ ଜଣ ଛାତ୍ରଛାତ୍ରୀ ।WhatsApp Image 2023-09-28 at 09.14.31

ବୃତ୍ତି ପରୀକ୍ଷା ଦେବା ପାଇଁ ୧୮୪ ଜଣ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କର ପଞ୍ଜିକରଣ କରିଥିବା ବେଳେ ୧୪୫ ଜଣ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ଦେଇଥିବା ଜଣାପଡିଛି । ଏହି ବୃତ୍ତି ପରୀକ୍ଷା କାର୍ଯ୍ୟ କ୍ରମ ରେ ସୁପରଟେଡେଣ୍ଟ ଭାବେ ହରେ କୃଷ୍ଣ ବତ୍ରିଆ ଥିବା ବେଳେ ଡେପୁଟି ସୁପରଟେଡେଣ୍ଟ ଭାବେ ନନ୍ଦ କିଶୋର ସାବତ ଉପସ୍ଥିତ ରହି ପରୀକ୍ଷା କୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ପରିଚାଳନା କରିଥିଲେ।ଏଥିରେ ହରିଜନ ସାହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ବଚ୍ଚା ସହଯୋଗ କରିଥିଲେ ।