ଦୁର୍ଗା ପୂଜା ନିମନ୍ତେ ଜଗନ୍ନାଥ ମନ୍ଦିର ପରିସର ମୁନିଗୁଡା ଠାରେ ଶୁଭ ଖୁଣ୍ଟି ସ୍ଥାପନ

0
47
ଦୁର୍ଗା ପୂଜା

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୯/୯) : ରାୟଗଡ଼ା ଜିଲ୍ଲା ମୁନିଗଡା ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଦୃର୍ଗା ପୂଜା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ଆଜି ସକାଳ ୭ଘଣ୍ଟିକା ସମୟରେ କରାଗଲା ।

ଏହି ପୂଜାରେ ଦୁର୍ଗା ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ସଭାପତି ହଡ଼ିଆ ଗୌଡ, କଷାଧକ୍ୟ ଯୋଗବନ୍ଧୁ ପଣ୍ଡା, ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ, ସହ ସମ୍ପାଦକ ନିକୁଜନ ଶତପଥୀ, କର୍ତ୍ତା ବୁରନ୍ଧବନ୍ ପାଢ଼ୀ, ଗୌର ବଞ୍ଚ, ତରୁଣୀ ବେହେରା, ଜମୀ ମହେଶ୍ର ରାଓ, ଦୃଗା ପ୍ରସାଦ ପାଢୀ, ଉପ ସଭାପତି ରାଜକିଶୋର ବେହେରା, ବାବୁନି ମହାପାତ୍ର, ସ୍ଥାନୀୟ ସରପଞ୍ଚ ସୁଶ୍ରୀ ସ୍ୱର ସ୍ଵତି ଶବର, ପର୍ବ ତନ ସରପଞ୍ଚ ଜଗା ଶବର ଉପସ୍ଥିତ ରହିଥିଲେ । ଏହି ପୂଜାଟି ୨୫ ବର୍ଷଧରି ଚାଲି ଆସିଛି ମୁନିଗୁଡା ସହର ବାସୀ ବେଶ ଅତି ସୁନ୍ଦର ଭାବରେ ଏହି ପୂଜାର ଉପ ଭୋଗ କାରୀ ଆସୁଛନ୍ତି । ଶାରଦୀୟ ପୂଜାରେ ଗ୍ରାମ ବାସୀ ଅତି ଉତକଣ୍ଟ ସହ ଜଗି ବସିଥାନ୍ତି ।