ହରିପୁର ଛକ ରେ ମର୍ମାନ୍ତୁଦ କାର ଦୁର୍ଘଟଣା

0
67
ହରିପୁର ଛକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୬/୧୦) : ଗତ ୫ ତାରିଖ ରାତ୍ରରେ କାଶୀନଗର ଥାନା ଅଞ୍ଚଳରେ ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ହୋଇଯାଇଛି ।

କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ କାଶୀନଗର ଥାନା ଅନ୍ତର୍ଗତ ହରିପୁର ଛକ ଠାରେ ଥିବା ଏକ ମିଲ ଭିତରକୁ ଗୋଟିଏ ଧଳା ରଙ୍ଗର କାର TS 04 FD 7678 ଗାଡିଟି ମିଲ ଭିତରକୁ ପଶି ଯାଇଛି । ଗାଡିଟି ର ମୁଖ ଭାଗ ନଷ୍ଟ ହୋଇଥିବା ବେଳେ ଗାଡିଟି କାହାର ଓ କେଉଁ ଆଡେ ଯାଉଥିଲା ତାହାର ବିବରଣୀ ମିଳି ପାରିନାହିଁ ।