ମଁl କଲରାଶୁଣୀ ଠାକୁରାଣୀଙ୍କ ପବିତ୍ର ଝାମୁଯାତ୍ରା

0
53
ମଁl କଲରାଶୁଣୀ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୮/୧୦) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମ ରେ ଶ୍ରୀ ଶ୍ରୀ ମଁl କଲରାଶୁଣୀ ଠାକୁରାଣୀଙ୍କ ପବିତ୍ର ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା lWhatsApp Image 2023-10-08 at 16.32.07

ଏହି ଯାତ୍ରା ପୂର୍ବ ପୁରାତନ ଐତିହାସିକ ପରମ୍ପରା ଝାମୁଯାତ୍ରାରେ ଜଗଦଳପୁର ପାର୍ଶ୍ୱବର୍ତ୍ତି ଅନୁସୂଚିତ ଜନଜାତି ବହୁ ସଂଖ୍ୟାରେ ମଁlଙ୍କ ଉପରେ ଭକ୍ତ ମାନେ ଦୃଢ ବିଶ୍ୱାସ ରଖି ମାନସିକ କରି ସଫଳତା ପାଆନ୍ତି l ମାନସିକ ପୂରଣ ପରେ ମଁlଙ୍କ ପାଖରେ କୁକୁଡ଼ା, ଛେଳି ଓ ପୁଡ଼ ହଜାର ହଜାର ସଂଖ୍ୟାରେ ବଳି ଦେଇ ଗ୍ରାମର ମଙ୍ଗଳ ପାଇଁ ମଁlଙ୍କୁ ପୂଜା କରି ଗ୍ରାମରେ ପରିକ୍ରମା କରି ଶେଷରେ ମଁl କଳାରଶୁଣିଙ୍କ ପ୍ରସାଦ ସେବନ କରି ଡ଼ମ୍ବ ବାଦ୍ୟ ସହ ବେଜୁ ନାଚ କରି ସନ୍ଧ୍ୟା ସମୟରେ ଆଳତି ଦେଇ ଯାତ୍ରାରେ ସଂକୃତିକ କାର୍ଯ୍ୟକ୍ରମ ସହ ମାଁଙ୍କ ନିଆଁ ମଡ଼ା ଝାମୁଯାତ୍ରାରେ ରାୟଗଡା ଜିଲ୍ଲାର ପ୍ରତ୍ୟେକ ଗ୍ରାମର ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ପୋଲିସ ପ୍ରଶାସନ ଓ ମାନ୍ୟ ଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ହୋଇ ଏହି ପରମ୍ପରାକୁ ବଞ୍ଚାଇରଖିବା ସହ ମଁlଙ୍କ ଯାତ୍ରାରେ ଉପଭୋଗ କରିଥିଲେ ।