ପିଏସ ଡିଗ୍ରୀ କଲେଜରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ

0
40
ପିଏସ ଡିଗ୍ରୀ କଲେଜରେ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୩/୧୨) : ନୁଆଁ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲରେ ଅନୁଷ୍ଠିତ ହୋଇଥିଲା ।Whatsapp Image 2023 12 03 At 11.08.37

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସଭାପତି ପ୍ରିନସିପାଲ ସରୋଜ କୁମାର ନାୟକ ଓ ସଭା ପରିଚାଳନା କରିଥିଲେ ନୋଡାଲ ଅଫିସର ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶୟତ ଓ ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ଭ୍ରିଙ୍ଗରାଜ ରଣା ଓ ମଂଚାସୀନ ଥିଲେ ଅଧ୍ୟାପକ ଗୁଣସାଗର ମେହେର ଘନଶ୍ୟାମ ଖମାରୀ, ପ୍ରେମଚାନ୍ଦ ତାଣ୍ଡି, ପଙ୍କଜ ସାହୁ, ଛନ୍ଦା ଚରଣ ଖୁଣ୍ଟିଆ, ଫଲ୍ଗୁନୀ ଦାସ,କୈଳାସ ଯାନୀ, ବାବୁଲା ନାଏକ, ସମସ୍ତ ଛାତ୍ର ଛାତ୍ରୀଙ୍କ ସହ ସମସ୍ତ କଲେଜ କର୍ମଚାରୀ ବିରାଟ ଏକ ଶୋଭାଯାତ୍ରାରେ ବାହାରି ଶିକ୍ଷା ସ୍ୱାସ୍ଥ୍ୟ ଓ ପରିମଳ ର ନାରା ଦେଇ ଗ୍ରାମ ପରିକ୍ରମା କରି କଲେଜରେ ବିଭିନ୍ନ ଖେଳ ପ୍ରତିଯୋଗିତା କରାଯାଇ ଥିଲା । ଏଥିରେମୀରାବାଈ ଗଡତ୍ୟା, ଶୈଳିକା ନାଏକ, ସରିତା ରଣା, ଯଶୋସ୍ମିତା ବେହେରା, ଶରତ ପଧାନ, ଲଳିତ ବଘାର ପ୍ରମୁଖ ସହଯୋଗ କରିଥିଲେ ।