ଇଂରାଜୀ ପରିକ୍ଷା ପୂର୍ବରୁ ଝୁଲିପଡିଲେ ମାଟ୍ରିକ ଛାତ୍ର

0
69
ଇଂରାଜୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୩/୦୨) : ଇଂରାଜୀ ପରିକ୍ଷା ପୂର୍ବରୁ ମାଟ୍ରିକ ଛାତ୍ରଙ୍କ ଆତ୍ମହତ୍ୟା । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଜାହାଙ୍ଗୀର ଶାସନ ଗ୍ରାମରେ ମାଉସୀ ଘରେ ରହି ପାଠ ପଢୁଥିବା ଅଭିଷେକ ପଣ୍ଡା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଅଭିଷେକ କାହିଁକି ଆତ୍ମହତ୍ୟା କେଲ ତାହାର କାରଣ ଜଣାପଡିନାହିଁ । ସେପଟେ ତାଙ୍କ ମାଉସ ଘର ଲୋକେ ଏନେଇ ଧାମନଗର ପୋଲିସକୁ ଜଣାଇଥିବା ବେଳେ ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଛାତ୍ରଙ୍କ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଅଭିଷେକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ହୋଇଥିବାବେଳେ ତାଙ୍କ ବାପାଙ୍କ ନାମ ଅଭୟ ପଣ୍ଡା ବୋଲି ସୂଚନା ମିଳିଛି ।