ବରିଷ୍ଠ ବିଜେଡି ନେତା ଚନାବାହାଲରେ ଆଶୀର୍ବାଦ ଭିକ୍ଷା ପଦଯାତ୍ରା

0
35
ବରିଷ୍ଠ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୮/୪) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଚନାବାହାଲ ପଞ୍ଚାୟତରେ ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ଆଶୀର୍ବାଦ ଭିକ୍ଷା ପଦଯାତ୍ରା ଅନୁଷ୍ଠିତ ହୋଇଛି ।WhatsApp Image 2024 04 09 at 08.38.10 1 ବରିଷ୍ଠ ବିଜେଡି ନେତା ଚନାବାହାଲରେ ଆଶୀର୍ବାଦ ଭିକ୍ଷା ପଦଯାତ୍ରା

କାର୍ଯ୍ୟକ୍ରମ ରେ ବିଜେଡି ବ୍ଲକ ସଭାପତି ମୀନକେତନ ପାତ୍ର, ସରୋଜ ମେହେର, ବୁଦ୍ଧଦେବ ମହାକୁର, ଆତ୍ମାରାମ ବନଛୋର, ରାମପ୍ରସାଦ ବନଛୋର,ମଗଶିର ବନଛୋର, ଯାଦବ ଘିବେଲା, ଶିବ ନିଆଲ, ରାଜୁ ବନଛୋର, ସାନୁ ବନଛୋର, ଅନି ବନଛୋର, ସତ୍ୟବାନ ଦୀପ, ମହେନ୍ଦ୍ର ଦୀପ, ମୋହନ ଦୀପ, ମଦନ ଥାଟି, ମଣ୍ଟୁ ଗଡୁଆ, କରୁଣାକର ସାହୁ, ଭାରତ ପଧାନ, ହରେକୃଷ୍ଣ ବଘାର, ପ୍ରଭାକର ମାଝୀ, ଦେବେନ୍ଦ୍ର ମହାକୁର, ଧନୁ ମେହେର, କ୍ଷୀରୋଦ୍ର ଖମାରୀ ପ୍ରମୁଖ ବହୁ ବିଜେଡି କର୍ମକର୍ତ୍ତା ଯୋଗ ଦେଇଥିଲେ ।