ତିନି କର୍ମଚାରୀଙ୍କୁ ଦଳି ଦେଲା ଟ୍ରକ୍

0
28
ତିନି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ, (୧୧/୦୪) : ଟ୍ରକ୍ ଧକ୍କାରେ ଚାଲିଗଲା ତିନି ଜୀବନ । ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଅଶୋକା କମ୍ପାନୀରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳି ଦେଲା ଟ୍ରକ୍ । ଘଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା । NH ରାସ୍ତା କଡ଼ରେ ଡ୍ୟୁଟି କରୁଥିବା ସମୟରେ ହଠାତ ତିନି କର୍ମଚାରୀଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା ।