ନବବର୍ଷରେ ବଡ ଅଘଟଣ, ଡିଭାଇଡରକୁ ପିଟିଲା କାର୍

0
31
ନବବର୍ଷରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୪/୦୪) : ଓଡିଆ ନବବର୍ଷରେ ଭୟଙ୍କର ଦୁର୍ଘଟଣା । ଗାଁ ଠୁ ସହର ସବୁଠି ଆନନ୍ଦ ଉଲ୍ଲାସରେ ପଣା ସଂକ୍ରାନ୍ତି ପାଳନ ହେଉଥିବାବେଳେ ଦୁର୍ଘଟଣାରେ ଆଖିବୁଜିଛନ୍ତି ବାପା-ଝିଅ ।

୧୬ ନଂ ଜାତୀୟ ରାଜପଥରେ ଆଖୁଆପଦା ନିକଟରେ ଏହି ଦୁର୍ଘଟଣା ଘଟିଛି । ପୁରୀରୁ କଲିକତା ଅଭିମୁଖେ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଭାରସ୍ୟାମ ହରାଇ ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରେ ସ୍ତ୍ରୀ, ମାଆ ଓ ଡ୍ରାଇଭର ଗୁରୁତର ଭାବେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।