ଟିଟିଲାଗଡ଼ ରେଳ ସୁରକ୍ଷା ବଳ ଥାନାରେ ନୂତନ ଇନ୍ସପେକ୍ଟରଙ୍କ ଯୋଗ ଦାନ

0
52
ଟିଟିଲାଗଡ଼

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, (୧୮/୦୪) : ଇତି ମଧ୍ୟରେ ଟିଟିଲାଗଡ଼ ରେଳ ଷ୍ଟେସନର ୨ ଏବଂ ୩ ନମ୍ବର ପ୍ଲାଟଫର୍ମରେ ଅବସ୍ଥିତ ଥିବା ରେଳ ସୁରକ୍ଷା ବଳ ଥାନାରେ ଇନ୍ସପେକ୍ଟର ଭାବେ ଏସ. ବି. ପୁନିଆ ତାଙ୍କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ଶ୍ରୀ ପୁନିଆ ଭୁବନେଶ୍ୱରସ୍ଥିତ ହେଡ଼କ୍ୱାଟରରୁ ବଦଳି ହୋଇ ଟିଟିଲାଗଡ଼ ଆସିଛନ୍ତି । ଏଠାରେ ଥିବା ପୁରୁଣା ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ରା କିରିନ୍ଦୁଲ ଆରପିଏଫ ଥାନାକୁ ବଦଳି ହୋଇ ଯାଇଛନ୍ତି । ଶ୍ରୀ ପୁନିଆ ଭୁବନେଶ୍ୱର ରେଳ ଜୋନରେ ଦକ୍ଷ ଆରପିଏଫ ଇନ୍ସପେକ୍ଟର ଭାବେ ଜଣାଶୁଣା, ଟିଟିଲାଗଡ଼ ଆରପିଏଫ ଥାନାରେ ଯୋଗ ଦେବା ପରେ ଟିଟିଲାଗଡ଼ ରେଳ ଷ୍ଟେସନ ଠାରେ ବ୍ଲକିଙ୍ଗ ଏବଂ ଚେକିଂ ଧରପକଡ଼ ଜୋର ସାର ଚାଲିଛି ।

Leave a Reply