ବ୍ଲକ ସ୍ତରୀୟ ମେଗା ସମନ୍ନୟ ମେଳା ଅନୁଷ୍ଟିତ

0
383

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୨୯/୨୧) : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ପରିଷରରେ ଆଜି ବ୍ଲକ ସ୍ତରୀୟ ମେଗା ସମନ୍ଵୟ ମେଳା ଅନୁଷ୍ଟିତ ହୋଇଯାଇଛି ।4a42242b c829 42e1 98e1 8125237b6ce2 ବ୍ଲକ ସ୍ତରୀୟ ମେଗା ସମନ୍ନୟ ମେଳା ଅନୁଷ୍ଟିତ

ଏହି ବ୍ଲକ ସ୍ତରୀୟ ମେଗା ସମନ୍ନୟ ମେଳାରେ ମୁଖ୍ଯ ଅତିଥି ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ନାନୀତ ଅତିଥି ଉପଦେଷ୍ଟା ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶାର ସୁଧିର କୁମାର ଦାସ ,ସ୍ଥାନୀୟ ବିଡିଓ ସୁଧାକର ରଇତ, ଏ ବିଡିଓ ବଳରାମ ପାତ୍ର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ସିଡିପିଓ ସଞ୍ଜୁରାଣୀ ମିଶ୍ର ,ଶାଖା ପରିଚାଳକ ବିଜୟ କୁମାର ବିରହିତ ,ଏମଡି କଟେଶ୍ବର ରାଓ ,ଏସ ହେଚ ଜି ବ୍ଲକ ମହାସଂଘର ସଭାପତି ସରିତା ପଟ୍ଟନାୟକ, ସୁମିତ୍ରା ବିବର ମଞ୍ଚାସିନ ଥିଲେ ।c2c2aa78 dc93 4939 9456 622b8d004a5b ବ୍ଲକ ସ୍ତରୀୟ ମେଗା ସମନ୍ନୟ ମେଳା ଅନୁଷ୍ଟିତ

ଏହିମେଳାରେ ୧୪୨ଟି ଗୋଷ୍ଟିର ସଦସ୍ଯ ଉପସ୍ଥିତ ଥିବାବେଳେ ୩୧୨ ସଦସ୍ୟଙ୍କୁ ଏକ କୋଟି ବାରଲକ୍ଷ୍ଯ କୁଡିଏ ହଜାର ଟଙ୍କା ରୁଣ ସରୁପଟି ଚେକ ପ୍ରଦାନ କରାଯାଇଥିବାବେଳେ ନୃତନ ମଧୁବାବୁ ପେନସନ ୨୫ଟି ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା । ଏଫଆରଏ ଅଧିନରେ ଜଣେ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି ।

ଏହି ମେଳାକୁ ବ୍ଲକ ପଗ୍ରାମ ମେନେଜର (ବିପିଏମ,ଓ ଏଲ ଏମ) କଳପତରୁ ବେହେରା ସଭା ପରିଚାଳନା କରିଥିବାବେଳେ ବିପିସି ମିଶନ ଶକ୍ତିର ପ୍ରିୟଙ୍କା ପ୍ରିୟଦର୍ଶିନୀ ପୂଳିଆ,ବିଏସି,ଓ ଏଲ ଏମ ର ଜିତେନ୍ଦ୍ର କାର୍ଜି,ବିପିଏ ମିଶନ ଶକ୍ତି ର ପ୍ରକାଶ ବିଡିକା ଏବଂ ଓ ଏଲ ଏମର ଏମ ବି କେ,ସି ଆର ପି,ସି ଏମ ,କୃଷିମିତ୍ର ,ପ୍ରାଣି ମିତ୍ର ଉପସ୍ଥିତ ରହିଥିଲେ ।