ମାଁ ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣରେ ମାଁ ଦକ୍ଷିଣକାଳୀ ଙ୍କ ମହା କାଳୀପୂଜା ଅନୁଷ୍ଠିତ

0
154

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୦୪/୧୧) : ଆଜି ଢେଙ୍କାନାଳ ଜିଲ୍ଲା ର ଦକ୍ଷିଣକାଳୀ ରୋଡ଼ ସ୍ଥିତ ମାଁ ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣରେ ମାଁ ଦକ୍ଷିଣକାଳୀ ଙ୍କ ମହା କାଳୀପୂଜା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 11 05 at 11.03.09 AM ମାଁ ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣରେ ମାଁ ଦକ୍ଷିଣକାଳୀ ଙ୍କ ମହା କାଳୀପୂଜା ଅନୁଷ୍ଠିତ

ପ୍ରାତଃ ରୁ ମାଁ ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣ ରେ ମାଁ’ ଙ୍କୁ ମଙ୍ଗଳ ଆଳତି କରାଯାଇଥିଲା । ଏହା ପରେ ମାଁ’ ଙ୍କୁ ଗଙ୍ଗା ଜଳ, ଗୋଲାପ ଜଳ ଏବଂ ଅଗୃର ଜଳରେ ସ୍ନାନ କରାଯାଇଥିଲା । ଏହା ପରେ ମାଁ’ ଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା , ତା’ ପରେ ବିଭିନ୍ନ ଫୁଲହାର ରେ ସୁସଜ୍ଜିତ କରାଯାଇ ପ୍ରାତଃ ରୁ ମିଠା ଫଳମୂଳ ଭୋଗ ଲାଗି କରାଯାଇଥିଲା । ମଧ୍ୟାହ୍ନ ରେ ଅର୍ଣ୍ଣ ଶଙ୍କୁଡ଼ି ଭୋଗ, ସନ୍ଧ୍ୟା ବେଳେ ଆଳତି ଓ ରାତ୍ରରେ ମାଁ’ ଙ୍କର ଷୋଳସ ଉପଚାର ପୂଜା ସହ ସପ୍ତଚଣ୍ଡୀ ଆହୁତି ସହ ଅନ୍ୟ ପୂଜାବିଧି ହୋଇ ପରିଶେଷରେ ପହଡ଼ ପଡିଛି ।