୧୭ ଜଣ ଶ୍ରମିକ ଙ୍କୁ ବୌଦ୍ଧ ଆଶ୍ରୟ ସ୍ଥଳୀରେ ଆଶ୍ରୟ ପ୍ରଦାନ

0
161

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୧/୧୧) : ବୌଦ୍ଧ ଜିଲ୍ଲା କୁ କାମ କରିବାକୁ ଆସିଥିବା ୧୭ ଜଣ ଶ୍ରମିକ ଙ୍କୁ ବୌଦ୍ଧ ଜିଲ୍ଲା ଆଶ୍ରୟ ସ୍ଥଳୀରେ ଆଶ୍ରୟ ପ୍ରଦାନ କରାଯାଇଛି |

ସୂଚନା ମତେ ସୁନ୍ଦରଗଡ ଜିଲ୍ଲା ରୁ ବୌଦ୍ଧ ଜିଲ୍ଲା କୁ ଦୀନ ମଜୁରିଆ ଭାବେ କାମକରି ଆସିଥିବା ୧୭ ଜଣ ଶ୍ରମିକ ଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି କରାଯାଇଛି | ଶୀତ ଦାଉରୁ ରକ୍ଷା ଓ ନିରାପଦ ଏବଂ ସୁଖ ରାତ୍ରି ଯାପନ ପାଇଁ ଆଶ୍ରୟ ସ୍ଥଳୀ ରେ ବୌଦ୍ଧ ଗଡ଼ ପକ୍ଷରୁ ଆଶ୍ରୟ ପ୍ରଦାନ କରାଯାଇଛି |