ମାନସିକ ବିକୃତ ମହିଳା ଙ୍କୁ ନୀଳାଚଳ ସେବା ପ୍ରତିଷ୍ଠାନ କୁ ସ୍ଥାନାନ୍ତରିତ

0
203

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୬/୧୧) : ଜିଲ୍ଲା ପ୍ରଶାସନ ଓ ଆଶ୍ରୟ (SUH) ବୌଦ୍ଧ ଙ୍କ ମିଳିତ ଉଦ୍ୟମରେ କଣ୍ଟାମାଳ ଠାରୁ ୦୩/୧୧/୨୦୨୧ ରେ ମାନସିକ ବିକୃତ ମହିଳା ଭାରତୀ ଦାସ ଙ୍କୁ ଉଦ୍ଧାର କରାଯାଇଥିଲା |WhatsApp Image 2021 11 17 at 9.41.03 AM 1 ମାନସିକ ବିକୃତ ମହିଳା ଙ୍କୁ ନୀଳାଚଳ ସେବା ପ୍ରତିଷ୍ଠାନ କୁ ସ୍ଥାନାନ୍ତରିତ

ଭାରତୀ ନାମ୍ନୀ ଜନୈକ ମାନସିକ ବିକୃତ ମହିଳା ଙ୍କୁ ସ୍ଥାୟୀ ଥଇଥାନ ଓ ସୁରକ୍ଷା ନିମନ୍ତେ ପୁରୀ ଜିଲ୍ଲା ରେ ଥିବା ନୀଳାଚଳ ସେବା ପ୍ରତିଷ୍ଠାନ ନାମକ ଏକ ସଂସ୍ଥା କୁ ଆଜି ବୌଦ୍ଧ ଜିଲ୍ଲାପାଳ ଙ୍କ ଅନୁମତି କ୍ରମେ ସ୍ଥାନାନ୍ତରିତ କରାଯାଉଛି l