ବୌଦ୍ଧ ହରଭଙ୍ଗା ବ୍ଲକ ରେ ଯୋର ଧରିଲା ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ

0
290

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୯/୧୦) : ବୌଦ୍ଧ ହରଭଙ୍ଗା ବ୍ଲକ ରେ ଯୋର ଧରିଲା ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ | ଆଜି ମମିତା ମେହେରଙ୍କ ହତ୍ୟା ଘଟଣାର ପ୍ରସଙ୍ଗ ନେଇ ଭାରତୀୟ ଜନତା ପାର୍ଟି ପୁରୁଣା କଟକ ବିଜେପି ମଣ୍ଡଳ ତରଫରୁ ଏକ ରାଲି ବାହାରି ପୁରୁଣା କଟକ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |72933162 a68c 4e0f add9 dcd149c6feca ବୌଦ୍ଧ ହରଭଙ୍ଗା ବ୍ଲକ ରେ ଯୋର ଧରିଲା ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ

ବୌଦ୍ଧ ହରଭଙ୍ଗା ବ୍ଲକ ରେ ଏହି ଦାବି ପତ୍ର ଓ ରାଲିରେ କଳାହାଣ୍ଡିର ଝିଅ ମମିତା ମେହେରଙ୍କ ହତ୍ୟା ରାଜ୍ୟ ଗୃହମନ୍ତୀଙ୍କ ଭୂମିକା ସଂପୂର୍ଣ ମାତ୍ରାରେ ଜଡିତ ଥିବାର ଅଭିଯୋଗ ଆଣିଛନ୍ତି |ତେଣୁ CBI ତଦନ୍ତ କରି ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯାଉ |

ପୁରୁଣା କଟକ ମଣ୍ଡଳ ସଭାପତି ବାମନ ବାରିକଙ୍କ ନେତୃତ୍ୱ ରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ, ବିପ୍ରଚରଣ ଗାଈଗୋଉରିଆ, ସୁବ୍ରତ ପ୍ରଧାନ, ଗରୁଡ଼ ପ୍ରଧାନ, ସୁବାଷ ପ୍ରଧାନ, ବନମାଳୀ ରଣା, ବୃନ୍ଦାବନ ଦନ୍ତା, ଅଶୋକ ସେଠି, କାର୍ତିକ ମାହାକୁଡ଼, ନିରଞ୍ଜନ ଚାଉଳିଆ, ସନ୍ତୋଷ ପ୍ରଧାନ, ସୁଶାନ୍ତ ବେହେରା, ସୁଶାନ୍ତ ମିଶ୍ର, ଦେବାଶିଷ ଭୋକ୍ତା, ଆଦି ହରଭଙ୍ଗାବ୍ଲକ ର ଶତାଧିକ ବିଜେପି କର୍ମୀ ଏକ ରାଲି ଶୋଭାଯାତ୍ରା ରେ ବାହାରି ପୁରୁଣା କଟକ ଥାନା ଅଧିକାରିଣୀ ଶ୍ରୀମତୀ ଜ୍ୟୋସ୍ନା ରାଣୀ କାଉଁରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |7015223e 3036 4898 b059 1a4343d304ff ବୌଦ୍ଧ ହରଭଙ୍ଗା ବ୍ଲକ ରେ ଯୋର ଧରିଲା ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ