ବୌଦ୍ଧ ଜିଲ୍ଲାପାଳ ଓ SP ଙ୍କ କାର୍ଯ୍ୟାଳୟ ରେ ବନ୍ଧୁତା ଦିବସ ପାଳିତ

0
332

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୦/୧୧) : ଚାଇଲଡ଼ ଲାଇନ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ସୁପେରିଟେଣ୍ଡ ପୋଲିସ କାର୍ଯ୍ୟାଳୟରେ ରେ ଶିଶୁ ଦିବସ ଉପଲକ୍ଷେ ଚାଇଲଡ଼ ଲାଇନ ସହ ବନ୍ଧୁତା ଦିବସ ପାଳନ କରାଯାଇଛି |WhatsApp Image 2021 11 21 at 7.36.21 AM ବୌଦ୍ଧ ଜିଲ୍ଲାପାଳ ଓ SP ଙ୍କ କାର୍ଯ୍ୟାଳୟ ରେ ବନ୍ଧୁତା ଦିବସ ପାଳିତ

ଏହି ସମୟରେ ଶିଶୁ ମାନଙ୍କୁ ସୁରକ୍ଷା ଦେଇ ଆସୁଥିବା ବୌଦ୍ଧ ଜିଲ୍ଲାପାଳ ଙ୍କୁ ଆଡିସନାଲ ସୁପେରିଟେଣ୍ଡ ପୋଲିସ ରବୀନ୍ଦ୍ର କୁମ।ର ରାଉତ, ସବୁ ବ୍ଲକ ର ସି ଡି ପି ଓ, ସୁପରଭିଜର, ସେପଟେ ସବୁ ବ୍ଲକ ର ଆ ଆ ଇ ସି, ଚାଇଲଡ଼ ଲାଇନ ର ସଂଯୋଜିକା ବବିନ ନାଏକ ଚାଇଲଡ଼ ବୌଦ୍ଧ ପକ୍ଷରୁ କୃତଜ୍ଞତା ଏବଂ ଶିଶୁ ମାନଙ୍କ ସୁରକ୍ଷା ଜିଲ୍ଲା ର ହାତରେ ବୋଲି ଜଣାଇଥିଲେ | ବିଦ୍ୟାଳୟ ଛାତ୍ରୀ ମାନେ ଚାଇଲଡ଼ ଲାଇନ ସେ ଦୋସ୍ତି ର ସୁରକ୍ଷା ବନ୍ଧନ ବାନ୍ଧିଥିଲେ । ଚାଇଲଡ଼ ଲାଇନ ର ସଦସ୍ୟ ସୁଧାମୟୀ ରଥ, ହରପ୍ରସାଦ ତ୍ରିପାଠୀ ଓ ଅମିତାବ କେଶରୀ ଦାସ ଉପସ୍ଥିତ ଥିଲେ ।