ପୋଲିସ ରିଜର୍ଭ ପଡ଼ିଆ ଠାରେ ୫୯ ତମ ଗୃହରକ୍ଷୀ ଦିବସ ପାଳିତ

0
139

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୬/୧୨) : ଆଜି ଢେଙ୍କାନାଳ ଜିଲ୍ଲା ର ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆ ଠାରେ ୫୯ ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି ।WhatsApp Image 2021 12 07 at 9.18.43 AM ପୋଲିସ ରିଜର୍ଭ ପଡ଼ିଆ ଠାରେ ୫୯ ତମ ଗୃହରକ୍ଷୀ ଦିବସ ପାଳିତ

ଆଜିର ଏହି ୫୯ ତମ ଗୃହରକ୍ଷୀ ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ର ଏସ୍ପି ଏଲ. ଦିବ୍ୟା ଭି. ପୋଲିସ ରିଜର୍ଭ ପଡ଼ିଆ ଠାରେ ପ୍ୟାରେଡ଼ ରେ ଯୋଗ ଦେଇ ଗୃହରକ୍ଷୀ ମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ । ଗୃହରକ୍ଷୀ ବାହିନୀ ଦ୍ୱାରା ଉଚ୍ଚ ପଦସ୍ତ ଅଧିକାରୀ ମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏକ ପ୍ୟାରେଡ଼ ପ୍ରଦର୍ଶନ କରାଯାଇଥିଲା ।