ସିଭିଲ ଡିଫେନ୍ସ ର ୫୯ ତମ ପ୍ରତିଷ୍ଠା ଦିବସ ପାଳିତ

0
128

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୬/୧୨) : ଆଜି ସିଭିଲ ଡିଫେନ୍ସ ର ୫୯ ତମ ପ୍ରତିଷ୍ଠା ଦିବସ ଅତି ଆଡମ୍ବର ସହକାରେ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମ କୁ ସିଭିଲ ଡିଫେନ୍ସ ର ମେମ୍ବର ବିଙ୍କୁ ବିଶ୍ୱାଳ, ପ୍ରଶାନ୍ତ କୁମାର ଜେନାମଣି, ସମୀର ସାମଲ, ପପୁନ ନାଏକ, ମିଥୁନ ନାଏକ ପୁଷ୍ପଗୁଚ୍ଛ ଦେଇ ମାନ୍ୟବର ଜିଲ୍ଲାପାଳ ସରୋଜ କୁମାର ସେଠୀ, ଢେଙ୍କାନାଳ ର S P ଏଲ ଦିବ୍ୟା ଭି, Emergency Officer ଓ DPO ଙ୍କୁ ସ୍ୱାଗତ କରିଥିଲେ । ଏହି ସଂଗଠନ ର ଇତିହାସ ଏବଂ ଅତୀତର ବହୁ ବିପର୍ଯୟ ଯଥା ୧୯୯୯ ମହା ବାତ୍ୟା ଠାରୁ FANI ବାତ୍ୟା ଏବଂ CORONA ମହାମାରୀ ଠାରୁ ବିଭିନ୍ନ ଦୁର୍ଘଟଣାରେ ସାହାଯ୍ୟ କରିଥିବା ର ସମସ୍ତେ ଆଲୋଚନା କରିଥିଲେ ।

ଏହି ଅବସରରେ ମାନ୍ୟବର ଜିଲ୍ଲାପାଳ ଏବଂ SP ସଦସ୍ୟ ମାନଙ୍କୁ ସାଧୁବାଦ ଦେବା ସହିତ ବିଭିନ୍ନ ଉପଦେଶ ଏବଂ ଆଗ କୁ ପରୋପକାର କାର୍ଯ୍ୟକ୍ରମ ଜାରି ରଖିବାକୁ ଉତ୍ସାହିତ କରିଥିଲେ ।