ପଞ୍ଚାୟତ ନିର୍ବାଚନ ପାଇଁ କୋଡ଼ ଅଫ କଣ୍ଡାକ୍ଟ୍ ଲାଗୁ କରିଛନ୍ତି : ରାଜ୍ୟ ନିର୍ବାଚନ କମିଶନର

0
184

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୧୨) : ରାଜ୍ୟ ରେ ମୁକ୍ତ ଓ ନିରେପେକ୍ଷ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ବିଧି ବଦ୍ଧ ନିର୍ବାଚନ ନିମନ୍ତେ ଆଚରଣ ବିଧି (କୋଡ଼ ଅଫ କଣ୍ଡାକ୍ଟ୍) ଘୋଷଣା କରିଛନ୍ତି ।

ନିର୍ବାଚନ କମିଶନ ଙ୍କ ପତ୍ର ନ ୪୭୬୩ ତା ୧୮/୧୨/୨୧ ପ୍ରକାରେ ଓଡ଼ିଶା ରାଜ ପତ୍ର ରେ ପଞ୍ଚାୟତ ନିର୍ବାଚନ ପାଇଁ କୋଡ଼ ଅଫ କଣ୍ଡାକ୍ଟ୍ ଲାଗୁ କରିବା ପ୍ରକାଶ କରିବା ପାଇଁ ଚିଠି କରିଛନ୍ତି । ଏନେକ୍ସର୍ II re ଇଂରାଜୀ ଭାଷାରେ ପ୍ରକାଶ କରାଯାଇଛି । ସମ୍ବିଧାନ ର ଧାରା 243k ii ପ୍ରକାରେ ନିର୍ବାଚନ କମିଶନ ଏହି ଘୋଷଣା କରିଥିବା ଜଣା ଯାଏ ।