ପୌର କାର୍ଯ୍ୟାଳୟ ତରଫରୁ ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା

0
171

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୩୧/୧୨) : ଗତକାଲି ସ୍ଥାନୀୟ ପୌର କାର୍ଯ୍ୟାଳୟ ତରଫରୁ ରଙ୍ଗେଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।3dc558b5 5fa1 4c8a 956d 21bbfb82524c ପୌର କାର୍ଯ୍ୟାଳୟ ତରଫରୁ ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା

ପୌର କାର୍ଯ୍ୟାଳୟ ତରଫରୁ ସ୍ୱଚ୍ଛ ସର୍ବେକ୍ଷଣ ନିମନ୍ତେ ପୌର ଅଞ୍ଚଳ ରେ ଥିବା ୯ ଟି ଗ୍ରୁପ୍ ଏହି ରଙ୍ଗେଳି ପ୍ରତିଯୋଗିତା ରେ ଭାଗ ନେଇ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ ଥିଲା ବୋଲି ଗୋଷ୍ଠୀ ସଂଯୋଜିକା ଶାନ୍ତିଲତା ପଲେଇ ସୂଚନା ଦେଇଛନ୍ତି । କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ ବୋଲି ମଧ୍ୟ ଜଣାଯାଇଛି ।