ଅନନ୍ତ ଚିନ୍ତାମଣି ଆଦୀବାସୀ ସାମାଜିକ ସଂଘ ଚାରୀଟେଵଲ ଟ୍ରଷ୍ଟ ତରଫରୁ ନୁତନ ବର୍ଷ ପାଳିତ

0
176
ଅନନ୍ତ ଚିନ୍ତାମଣି ଆଦୀବାସୀ

ରିପୋର୍ଟ : ନରତ୍ତମ ପାଢୀ //
ବିଷମ କଟକ, (୧/୧) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ରାମନାକୁପୁଲୀ ଗ୍ରାମ ରେ ଅନନ୍ତ ଚିନ୍ତାମଣି ଆଦୀବାସୀ ସାମାଜିକ ସଂଘ ଚାରୀଟେଵଲ ଟ୍ରଷ୍ଟ ତରଫରୁ ନୁତନ ବର୍ଷର ଅଭିନନ୍ଦନ |7f93d892 de7b 4a46 91b3 37462283fd1a ଅନନ୍ତ ଚିନ୍ତାମଣି ଆଦୀବାସୀ ସାମାଜିକ ସଂଘ ଚାରୀଟେଵଲ ଟ୍ରଷ୍ଟ ତରଫରୁ ନୁତନ ବର୍ଷ ପାଳିତ

ଅନନ୍ତ ଚିନ୍ତାମଣି ଆଦୀବାସୀ ସାମାଜିକ ସଂଘ ସଭାପତି ନେତ୍ରୀ ଶ୍ରୀମତୀ ଅନିତା ପିଡିକାକା ଏବଂ ସମ୍ପାଦକ ଶ୍ରୀ ନରତ୍ତମ ପାଢୀ, ପ୍ରମୋଦ କୁମାର ଦାସ, ସାଧୁ ହିକକା, ନରେନ୍ଦ୍ର କାଡରକା, ଝସୀ, ସନେହା, ଚୁମୁକି, ସେ୍ବ, ହିନୀ, ଝୂମୁରୀ, ବୁଲୁ, ନରେଶ, ଚିଟୁ, ଧର୍ମେନ୍ଦ୍ର, ସୁଦର୍ଶନ ପିଡିକାକା, ଗୋବିନ୍ଦ ପିଡିକାକା, ସୁଧିର ଜାଘରଙ୍ଗା, ତୀରୁପତୀ ପିଡିକାକା ଏବଂ ସମସ୍ତ ପିଲା, ଇଲାପୁରୁ, ବିଜୟ ଲକ୍ଷ୍ମୀ, ଗୋରୀ, ସୁବାଷୀନୀ, ସଞ୍ଜନା, ମିନତି, ଦିପକ ଓ ସମସ୍ତ ଗ୍ରାମ ବାସୀ ବୃଦ୍ଧା ଏବଂ ମାଁ ମାନେ ଉପସ୍ଥିତ ରହି ଥିଲେ । ନୂତନ ବର୍ଷ ସମସ୍ତ ଙ୍କ ଜୀବନ ସୁଖମୟ ହେଉ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଏତୀକି ଅଳୀ । ଜୟ ଶ୍ରୀ ଜଗନ୍ନାଥ ଶ୍ରୀ ମତୀ ଅନୀତା ପିଡିକାକା ସାରା ଓଡ଼ିଶା ବାସୀ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି ।