ମହନ୍ତ ଗିରିବର ଦାସ ତ୍ୟାଗୀଙ୍କ ତେରେହୀ ମହୋତ୍ସବ ପାଇଁ ଶେଷ ପ୍ରସ୍ତୁତି ବୈଠକ

0
180
ମହନ୍ତ ଗିରିବର ଦାସ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (ସାହାଜପାଳ) (୦୧/୦୧) : ଆଜି ଦିନ ସିଦ୍ଧ ତୋପ ସେବାବନ ସୀତାରାମ ମଠ, ଦମ୍ବରୁଗଡ ଠାରେ ମଠ ପରିଚାଳନା କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଆସନ୍ତା କାଲି ତା ୦୨/୦୧/୨୨ ରିଖ ରବିବାର ଦିନ ମହନ୍ତ ଗିରିବର ଦାସ ତ୍ୟାଗୀ ବାବା ଙ୍କ ତେରେହୀ ମହୋତ୍ସବ ଅନୁଷ୍ଠିତ ହେବ ldaafdb83 2f6f 427d b432 6fb75d1b1e8e ମହନ୍ତ ଗିରିବର ଦାସ ତ୍ୟାଗୀଙ୍କ ତେରେହୀ ମହୋତ୍ସବ ପାଇଁ ଶେଷ ପ୍ରସ୍ତୁତି ବୈଠକ

ମହନ୍ତ ଗିରିବର ଦାସ ତ୍ୟାଗୀ ବାବା ଙ୍କ ତେରେହୀ ମହୋତ୍ସବ ରେ କୋଭିଡ କଟକଣା ସହିତ ନିରାଡ଼ମ୍ବର ସହିତ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଉଥିଲା l ଉକ୍ତ ବୈଠକରେ ବାବା ସର୍ବେଶ୍ୱର ଦାସ ଙ୍କ ଅଧକ୍ଷତାରେ ସଭାପତି ପୟୋଧର ମହାକୁଡ଼, ଉପସଭାପତି ଦାମୋଦର ସାହୁ, କୋଷାଧକ୍ଷ ଦାଶରଥୀ ମହାକୁଡ଼, ସଂଯୋଜକ କୃତ୍ତିବାସ ପଲିଆ, ସଦସ୍ୟ ରଂଜିତ ମହାକୁଡ଼, ବିଶିକେସନ ପ୍ରଧାନ, କୈଳାସ ଖେତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଆଖ ପାଖ ର ସମସ୍ତ ଗ୍ରାମବାସୀ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ l