ଢେଙ୍କାନାଳ ଲକ୍ଷ୍ମୀ ବଜାର ର ବରିଷ୍ଠ ସଦସ୍ୟ ଙ୍କ ଦେହାନ୍ତ

0
189
ଢେଙ୍କାନାଳ ଲକ୍ଷ୍ମୀ ବଜାର

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୭/୦୧) : ଢେଙ୍କାନାଳ ସହର ଲକ୍ଷ୍ମୀ ବଜାର ସ୍ଥିତ ଲକ୍ଷ୍ମୀ ପୂଜା କମିଟି ର ବରିଷ୍ଠ ସଦସ୍ୟ ଶ୍ରୀ ରବିନାରାୟଣ ସାହୁ (ବୟସ ୭୬) ଆଜି ସନ୍ଧ୍ୟା ୬ ଘଟିକା ସମୟରେ ତାଙ୍କର ଦେହାନ୍ତ ହୋଇଛି ।

ଅନ୍ତିମ ସମୟରେ ତାଙ୍କ ପାଖରେ ବଡ ପୁଅ ହରେକୃଷ୍ଣ ସାହୁ, ରଞ୍ଜନ କୁମାର ସାହୁ, ଭଣଜା ଗଙ୍ଗାଧର ପାତ୍ର, ବରିଷ୍ଠ ଆଇନଜୀବୀ ଶଶି ଭୂଷଣ ସାହୁ ଓ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ଓ ଢେଙ୍କାନାଳ ଲକ୍ଷ୍ମୀ ବଜାର ପୂଜା କମିଟି ତରଫରୁ ବଜାରରେ ଥିବା ଦୋକାନ ଗୁଡିକୁ ବନ୍ଦ ରଖାଯାଇଛି ।