ସମିତି ସଭ୍ୟ ଭାବେ ବାବୁ ରାଓଙ୍କ ନାମାଙ୍କନ ଦାଖଲ

0
212
ସମିତି ସଭ୍ୟ ଭାବେ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୧/୦୧) : ଆଜି କାଶୀନଗର ପଞ୍ଚାୟତ ସମିତି ର ନାମାଙ୍କନ ଶେଷ ତାରିଖ ରେ ବୁଦୂରା ପଞ୍ଚାୟତ ସମିତି ସଭ୍ୟ ଭାବେ ଏମ୍ ପି ପ୍ରତିନିଧି ବାବୁ ରାଓ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିଜେଡ଼ି ସମର୍ଥିତ ପ୍ରାର୍ଥୀ ସମିତି ସଭ୍ୟ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି | ବ୍ଲକ ସଭାପତି ରାମ୍ ପ୍ରସାଦ, ଭାସ୍କର ରାଓ ଆଦି ବହୁ ନେତା ଉପସ୍ଥିତ ଥିଲେ ।