ଜୋନ୍ ୨ କାଶୀନଗର ବ୍ଲକରେ ପ୍ରଚାର ଜମୁଛି

0
267
ଜୋନ୍ ୨ କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୩/୦୨) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ରେ ୨ଟି ଜୋନ୍ ରହିଛି । ଜୋନ୍ ୨ କାଶୀନଗର ବ୍ଲକରେ ପ୍ରଚାର ଜମୁଛି ।

ଆଜି ବିଜେଡ଼ି ତରଫରୁ ଜୋନ ୧ ର ବୁଡ଼ୁରା ପଞ୍ଚାୟତ ର ୱାନା ଗ୍ରାମ ରୁ ପ୍ରଚାର ପାଇଁ ଅନୁକୂଳ କରିଛି ବିଜେଡ଼ି । ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ପ୍ର. ମରୁତ ପାଳ, ରୁପେଷ ପାଣିଗ୍ରାହୀ, ବୁଦୁର। ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀ ସଞ୍ଜୟ ମିଶ୍ର, ସମିତି ସଭ୍ୟ ପ୍ରାର୍ଥୀ ଆର୍. ବାବୁ ରାଓ ଓ ବହୁ ବିଜେଡ଼ି ନେତା ବ୍ଲକ ସଭାପତି ଆର୍. ରାମ୍ ପ୍ରସାଦ ଯୋଗ ଦେଇ ପ୍ରଚାର ର ମୁହୂର୍ତ୍ତ କରିଛନ୍ତି । ସେପଟେ ଜୋନ୍ ୨ କାଶୀନଗର ବ୍ଲକରେ ଖରାଡ଼ା ପଞ୍ଚାୟତ ରେ ମଧ୍ୟ ଜିଲ୍ଲା ପରିଷଦ ପ୍ରାର୍ଥୀ ଜି. ତିରୁପତି ରାଓ, ସରପଞ୍ଚ ପ୍ରାର୍ଥୀ ଅଖିଳ ପାତ୍ର, ସମିତି ସଭ୍ୟ ପ୍ରାର୍ଥୀ ଘର ଘର କୁ ବୁଲି ପ୍ରଚାର ଜୋରଦାର କରିଛନ୍ତି ।