ଅସ୍ଥାୟୀ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ

0
154
ଅସ୍ଥାୟୀ ବିଜେଡ଼ି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୦୨) : ଆଜି ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ଅନ୍ତର୍ଗତ ବୁଡ଼ୁର। ଗ୍ରାମ ରେ ଅସ୍ଥାୟୀ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।

କାଶୀନଗର ବ୍ଲକ ସଭାପତି (ବିଜେଡ଼ି) ଆର୍ ରାମ୍ ପ୍ରସାଦ ଜୋନ୍ ୨ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଜି ତିରୁପତି ରାଓ, ଭାସ୍କର ରାଓ, ସମିତି ସଭ୍ୟ ପ୍ରାର୍ଥୀ ବି ବାବୁ ରାଓ, ସରପଞ୍ଚ ପ୍ରାର୍ଥୀ ସଞ୍ଜୟ ମିଶ୍ର, ବରିଷ୍ଟ ବିଜେଡ଼ି ନେତା ବିନାୟକ ପ୍ରଧାନ, ଗୋପାଳ ରାଓ ବସମେତ ହୁ ବରିଷ୍ଟ କର୍ମକର୍ତ୍ତା ଯୋଗ ଦେଇଥିଲେ । ଜି. ତିରୁପତି ରାଓ ଓ ଆର୍ ରାମ ପ୍ରସାଦ ଅସ୍ଥାୟୀ ବିଜେଡ଼ି କାର୍ଯ୍ୟାଳୟ ରେ ଫିତା କାଟି ଉଦଘାଟନ କରିଥିଲେ ।