ଚନ୍ଦ୍ର ଗିରି ଜୋନ୍ ର ବାଘମାରି ରେ ସାଂସଦ ଚନ୍ଦ୍ର ଶେଖର ଙ୍କ ମାରାଥନ ପ୍ରଚାର

0
143
ଚନ୍ଦ୍ର ଗିରି ଜୋନ୍

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୦୨) : ଗଜପତି ଜିଲ୍ଲାରେ ବିଜେଡ଼ି ଏଥର ତାର ଦବ ଦବା ବଜାୟ ରଖିବାକୁ ଜୋର୍ ସର ଉଦ୍ୟମ ଜାରି ରଖିଛି । ଆଜି ସକାଳୁ ସକାଳୁ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ବ୍ରହ୍ମପୁର ର ପୂର୍ବତନ କର୍ପୋରେଟର ଜଗଦୀଶ ଉଭୟେ ମୋହନା ନିର୍ବାଚନ ମଣ୍ଡଳୀ ର ଚନ୍ଦ୍ର ଗିରି ଜୋନ୍ ର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ରେ ଘନ ଘନ ଗସ୍ତ କରି ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ।

ନବୀନ ଙ୍କ ସ୍ୱଚ୍ଛ ଶାସନ ଓ ସାଂସଦ ଙ୍କ ଗୋଟି ଚାଳନା ଏଥର ମୋହନା ନିର୍ବାଚନ ମଣ୍ଡଳୀ ରେ ବେଶ୍ କାମ କରିବ ବୋଲି ରାଜନୈତିକ ବିସ୍ଲେଶକ୍ ମାନେ ମତ ଦେଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ର ଚନ୍ଦ୍ର ଗିରି ଜୋନ୍ ରେ ଆଜି ପ୍ରଚାର ଜୋର୍ ଧରିଛି । ମୋହନା ଆର୍ ଉଦୟ ଗିରି, ନୂଆଁ ଗଡ଼, ରାୟଗଡ ବ୍ଲକ କୁ ନେଇ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ଆସୁଛି ।

ଆଗାମୀ ୧୬ ତାରିଖ ରେ ମୋହନା, ୧୮ ତାରିଖ ରେ ନୂଆଁ ଗଡ଼ ରେ ନିର୍ବାଚନ ହେବ ।