କୁଟ୍ରାଗଡ ଗ୍ରାମ ପଞ୍ଚାୟତ ରେ ଏକା ଏକା ସରପଞ୍ଚ ପ୍ରାର୍ଥୀ ଭାବେ ଭୋଟ ଭିକ୍ଷା

0
137
କୁଟ୍ରାଗଡ

ରିପୋର୍ଟ : ନରୋତ୍ତମ ପାଢୀ
ରାୟଗଡା, (୧୫/୦୨) : ରାୟଗଡା ଜିଲ୍ଲା ୧୪/୨/୨୨ ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟ୍ରାଗଡ ଗ୍ରାମ ପଞ୍ଚାୟତ ରେ ଏକା ଏକା ଚାଲି ଭୋଟ ପାଇଁ ପ୍ରାର୍ଥୀନୀ ନିଜ ହକ ପାଇଁ ଆଜି ସମସ୍ତ କୁଟ୍ରାଗଡ ଗ୍ରାମବାସୀ ଙ୍କୁ ଆଶୀର୍ବାଦ ଭୋଟ ଭିକ୍ଷା କରିଛନ୍ତି ଶ୍ରୀମତୀ ଅନିତା ପିଡିକାକା ।WhatsApp Image 2022 02 15 at 9.31.11 AM କୁଟ୍ରାଗଡ ଗ୍ରାମ ପଞ୍ଚାୟତ ରେ ଏକା ଏକା ସରପଞ୍ଚ ପ୍ରାର୍ଥୀ ଭାବେ ଭୋଟ ଭିକ୍ଷା

କୁଟ୍ରାଗଡ ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ଅନିତା ପିଡିକାକା ତାଙ୍କର ଚିହ୍ନ ଖୋଲା ବହି ଚିହ୍ନ ରେ ବହୁ ମୁଲ୍ୟରେ ଭୋଟ ଦେଇ ସରପଞ୍ଚ ପ୍ରାର୍ଥୀ ଭାବେ କୁଟ୍ରାଗଡ ଗ୍ରାମ ପଞ୍ଚାୟତ ସର୍ବାଙ୍ଗୀନ ଉନ୍ନତି ପାଇଁ ଜୟ ଯୁକ୍ତ କରି ଆର୍ଶୀବାଦ ଦେବାକୁ ଅନୁରୋଧ କରିଛନ୍ତି ।