ଜୋନ୍ ୧ ରେ ସାଂସଦ ଓ ତିରୁପତି ପାଣିଗ୍ରାହୀଙ୍କ ଜୋରଦାର ପ୍ରଚାର

0
159
ଜୋନ୍ ୧

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୦୨) : ଗତ କାଲି ସନ୍ଧ୍ୟା ସମୟ ରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଜୋନ୍ ୧ ରେ ବିଜେଡ଼ି ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଓ ହାଇଟେକ୍ ଚେୟାର ମେନ୍ ମାରାଥନ ପ୍ରଚାର କରିଛନ୍ତି ।WhatsApp Image 2022 02 19 at 11.52.52 AM ଜୋନ୍ ୧ ରେ ସାଂସଦ ଓ ତିରୁପତି ପାଣିଗ୍ରାହୀଙ୍କ ଜୋରଦାର ପ୍ରଚାର

ଆଜି ସନ୍ଧ୍ୟା ରେ କାଶୀନଗର ବ୍ଲକ ର ଜୋନ୍ ୧ ଇଦୁଡ଼ି ଠାରୁ ରୋଡ ସୋ ରେ ବାହାରି ବିଦୁରା, ଆର୍ କେ ପୁର, ଗୋରିବନ୍ଧା, କିତୀଙ୍ଗି, ଭାନା, ଗୌରୀ, ପୁରିତି ଗୁଡା, ଖାଣ୍ଡବ, ସାରା ଇତ୍ୟାଦି ଗ୍ରାମ କୁ ଯାଇ ପ୍ରଚାର କରିଥିଲେ । ତାଙ୍କ ସହ ଗଜପତି ଜିଲ୍ଲା ଦାୟିତ୍ଵ ରେ ଥିବା ତିରୁପତି ପାଣିଗ୍ରାହୀ, ବ୍ଲକ ସଭାପତି ଆର୍ ରାମ୍ ପ୍ରସାଦ, ଜିଲ୍ଲା ପରିଷଦ ପ୍ରାର୍ଥୀ ର କାମ ରାଜଲକ୍ଷ୍ମୀ ଓ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମିତି ପ୍ରାର୍ଥୀ ଭୋଟ ପ୍ରଚାର କରିଥିଲେ । ସବୁଠି ଉତ୍ସାହ ଓ ଆନନ୍ଦ ଦେଖାଯାଇଥିଲା ।