ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ

0
243
ପୋଲିଓ କାର୍ଯ୍ୟକ୍ରମ

1c9af559 614b 45cc b0a6 6b11f1271656 ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୭/୨) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ରାୟଗଡ଼ା ସହଯୋଗରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଵୁଡ଼ାଗୁଡ଼ା ଗ୍ରାମ ର ଅଙ୍ଗନୱାଡି କେନ୍ଦ୍ରରେ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଭାରତରେ ପୋଲିଓ ମୁକ୍ତ କରିବା ଉଦ୍ଧେଶ୍ୟରେ ଶିଶୁ ର ସୁରକ୍ଷା ପାଇଁ ଶିଶୁ ପୋଲିଓ ଦୁଇ ବୁନ୍ଦା କ୍ରମାଗତ ଭାବେ ଦିଆ ଯାଉଛି । ଆଜିର ପୋଲିଓ କାର୍ଯ୍ୟକ୍ରମ ରେ ସମୁଦାୟ ୭୭ ଜଣ ଶିଶୁ କୁ ପୋଲିଓବୁନ୍ଦା ଦିଆଯାଇ ଥିବା ସୂଚନା ମିଳିଛି । ଉକ୍ତ ସମୟରେ ଆଶା କର୍ମୀ ଏନ୍, କ୍ରିଷ୍ଣାବେଣୀ, ଏ ଏନ୍ ଏମ୍ ରଶ୍ମିତା ଖିଲାର ଓ ସି ଏଚ୍ ଓ ମୀନା କୁମାରୀ ସାମଲ କେନ୍ଦ୍ରରେ ଉପସ୍ଥିତ ରହି ଶିଶୁ ଙ୍କୁ ପୋଲିଓ ବୁନ୍ଦା ଦେଇଥିଲେ ।