ତିରୁପତି ଙ୍କ ବିଜୟ ପଛରେ ତିରୁପତି

0
214
ତିରୁପତି ଙ୍କ ବିଜୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, ଗଜପତି, (୨୮/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ତିରୁପତି ଙ୍କ ବିଜୟ ପଛରେ ତିରୁପତି ପାଣିଗ୍ରାହୀ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି ।

ଗଜପତି ଜିଲ୍ଲା ର କାଶୀନଗର ଜୋନ୍ ୨ ପ୍ରାର୍ଥୀ ତିରୁପତି ଙ୍କ ଭାରି ବିଜୟ ପଛରେ ତିରୁପତୀ ପାଣିଗ୍ରାହୀ ଙ୍କ ହାତ ରହିଛି । ଜୋନ୍ ୨ ରେ ୭ ଟି ପଞ୍ଚାୟତ ରହିଛି ଯେଉଁଠି ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଭିତରେ ୧୮ ଶହ ରୁ ଅଧିକ ବହୁମତ ରେ ନିର୍ବାଚନ ଜିତିବା ପଛରେ ତିରୁପତୀ ପାଣିଗ୍ରାହୀଙ୍କ ହାତ ରହିଛି । ସୀତା ପୁର, ହାଡୁ ଭାଙ୍ଗି, ସିଧା ମାଦଙ୍ଗ ପଞ୍ଚାୟତ ତିରୁପତିଙ୍କ ପାଇଁ ଚାଲେଞ୍ଜ ଥିଲା । ପୁଣି ବିଧାୟକ ଙ୍କ ଦବ ଦବା, ଗୋଟି ଚାଳନା ଓ ତେଲୁଗୁ ଷ୍ଟାର ଙ୍କ ପ୍ରଚାର । ଏଣୁ ତାଙ୍କ ସହଜ ବିଜୟ ହୋଇ ପାରିଲା ବୋଲି ଚର୍ଚ୍ଚା ହେଉଛି ।